AppMarketSpy › Lifestyle › Mo Odisha
Mo Odisha icon

Mo Odisha

Odisha Culture & Daily Guide
Deepak Swain · Lifestyle
View on App Store ↗
—average rating
0ratings
+0new ratings, last 7 days
—not in top charts now
🔒 Rating history23 days of daily rating and rating countGet Pro access

App info

Developer
Deepak Swain
Category
Lifestyle, Utilities
Released
Sep 18, 2026
Version
1.0 (Sep 18, 2026)
Price
Free
Size
40.9 MB
Requires
iOS 15.0
Age rating
4+
Languages
English

In-app purchases

none
Current prices, App Store US.

Release date

The release date was moved 1 time before launch.

About Mo Odisha

Mo Odisha – ଆପଣଙ୍କ ଓଡ଼ିଶା, ଆପଣଙ୍କ ହାତରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଭକ୍ତି, ଖାଦ୍ୟ ଓ ପର୍ଯ୍ୟଟନକୁ ଗୋଟିଏ ଆପ୍‌ରେ ଅନୁଭବ କରନ୍ତୁ। ଭକ୍ତି (Devotional) ଶ୍ରୀ ଜଗନ୍ନାଥ ସ୍ତୁତି, ସରସ୍ୱତୀ ବନ୍ଦନା, ଲକ୍ଷ୍ମୀ ପୁରାଣ, ହନୁମାନ ଚାଳିଶା ଓ ଅନ୍ୟାନ୍ୟ ପ୍ରାର୍ଥନା ଓଡ଼ିଆରେ ପଢ଼ନ୍ତୁ ଓ ଶେୟାର କରନ୍ତୁ। ରେସିପି (Recipes) ଡାଲମା, ପଖାଳ, ଛେନାପୋଡ଼ ଆଦି ଓଡ଼ିଶାର ପାରମ୍ପାରିକ ଖାଦ୍ୟର ସମ୍ପୂର୍ଣ୍ଣ ରେସିପି। ପର୍ଯ୍ୟଟନ (Tourism) ଓଡ଼ିଶାର ସୁନ୍ଦର ସ୍ଥାନ — ମନ୍ଦିର, ସମୁଦ୍ର ତଟ, ଜଳପ୍ରପାତ ଓ ପ୍ରକୃତି ବିଷୟରେ ଜାଣନ୍ତୁ। ପର୍ବପର୍ବାଣୀ (Festivals) ରଥଯାତ୍ରା, ରାଜ, ନୂଆଁଖାଇ, ଦୁର୍ଗାପୂଜା ସମେତ ସମସ୍ତ ଓଡ଼ିଆ ପର୍ବର ବିବରଣୀ। ଖବର (News) ସମ୍ବାଦ, ଧରିତ୍ରୀ, କନକ ନ୍ୟୁଜ୍ ଆଦି ୭ଟି ପ୍ରମୁଖ ନ୍ୟୁଜ୍ ପ୍ଲାଟଫର୍ମରୁ ୧୧ଟି ବିଭାଗରେ ସିଧା ଖବର ପଢ଼ନ୍ତୁ। କ୍ୟାଲେଣ୍ଡର (Calendar) ଓଡ଼ିଆ ପଞ୍ଜିକା ଅନୁସାରେ ଦୈନନ୍ଦିନ ତିଥି, ପର୍ବ ଓ ଶୁଭ ଦିନ। ବୈଶିଷ୍ଟ୍ୟ: • ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ • ଅଫଲାଇନ୍ କ୍ୟାଶ୍ ସହ ଦ୍ରୁତ ଲୋଡ଼ • ଭକ୍ତି ବିଷୟବସ୍ତୁ ଶେୟାର • ଡିପ୍ ଲିଙ୍କ ସପୋର୍ଟ ଡାଉନଲୋଡ୍ କରନ୍ତୁ ଓ ଓଡ଼ିଶାକୁ ଆପଣଙ୍କ ଫୋନ୍‌ରେ ଅନୁଭବ କରନ୍ତୁ!
🔒 Developer intelligencelegal entity, account ID and every app from this sellerGet Pro access